ତାଜା ଖବର ରାଜ୍ୟ India Chem 2026: ଇଣ୍ଡିଆ କେମ୍-୨୦୨୬ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଓଡ଼ିଶା ଆଣିବ ନୂଆ ନିବେଶ October 21, 2026 Papirani ଭାରତର ଶିଳ୍ପ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟୁଥିବା ବେଳେ ଓଡ଼ିଶା ନିଜକୁ ଦେଶର ଅଗ୍ରଣୀ ଉତ୍ପାଦନ ହବ୍ ଭାବେ ଗଢ଼ିତୋଳିବାକୁ ଆଗେଇ ଆସିଛି। ଅକ୍ଟୋବର ୨୨ରୁ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବହୁପ୍ରତୀକ୍ଷିତ ‘ଇଣ୍ଡିଆ କେମ୍-୨୦୨୬’ ଶିଳ୍ପ ସମ୍ମିଳନୀରେ…