ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍: ୫ ଓ ୬ରେ କାଉଁଣ୍ଟର, ୨ରେ ଅନ୍ଲାଇନ ଟିକେଟ୍
ବାରବାଟୀ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ ଖେଳାଯିବ । ଏହି କ୍ରିକେଟ୍ ମ୍ୟାଚ୍ର ଟିକେଟ୍ ବିକ୍ରି ନେଇ ଆଜି ହୋଇଛି ତାରିଖ ଘୋଷଣା । କ୍ରିକେଟ୍ପ୍ରେମୀମାନେ ଆସନ୍ତା…