ତାଜା ଖବର ରାଜ୍ୟ ସାଲିଆସାହିରେ ଅବକାରୀ ବିଭାଗର ଚଢ଼ାଉ; ୯ ଗିରଫ March 14, 2025 Papirani ରାଜଧାନୀର ସାଲିଆସାହିରେ ଅବକାରୀ ବିଭାଗର ଚଢ଼ାଉ । ବେଆଇନ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ ହୋଇଛି। ଏହି ଚଢାଉ ବେଳେ ୫ ହାଜର ଲିଟର ପୋଚ ସହ ୧ ହାଜର ଲିଟର ଦେଶୀ ମଦ ନଷ୍ଟ କରିଛି…