ତାଜା ଖବର ରାଜ୍ୟ Illegal Liquor: ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍ January 11, 2026 Papirani ପୁଣି ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍ । ଯେତେ ରେଡ୍ କଲେ ମଧ୍ୟ ସାଲିଆ ସାହିରେ ବାହାରୁଛି ହଜାର ଲିଟର ଦେଶୀମଦ ସମାଗ୍ରୀ । ଆଜି ସାଲିଆ ସାହିରେ ୪ଟି ସ୍ଥାନରେ ୬ ହଜାର ଲିଟର ପୋଚ ନଷ୍ଟ କଲା…