ତାଜା ଖବର ରାଜ୍ୟ କଟକରେ ଠାବ ହେଲା ବେଆଇନ ବନ୍ଧୁକ କାରଖାନା; ୩୦ରୁ ଅଧିକ ବନ୍ଧୁକ ଜବତ March 13, 2025 Papirani କଟକରେ ଠାବ ହୋଇଛି ବେଆଇନ ବନ୍ଧୁକ କାରଖାନା । କଟକ ବୟାଳିଶି ମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଠାବ ହୋଇଛି। ୩୦ରୁ ଅଧିକ ବନ୍ଧୁକ ଜବତ ହୋଇଛି। ଏହା ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍…