ତାଜା ଖବର ରାଜ୍ୟ ପୂଜା ସାମଗ୍ରୀ ନାଁରେ ଚାଲିଥିଲା ବେଆଇନ ବାଣ ଗୋଦାମ; ଚଢ଼ାଉ କଲା ପୋଲିସ୍ March 20, 2025 Papirani ପୁରୀରେ ବିପୁଳ ବାଣ ଜବତ। ପୂଜା ସାମଗ୍ରୀ ନାଁରେ ଚାଲିଥିଲା ବେଆଇନ ବାଣ ଗୋଦାମ । ପୁରୀ ନବକଳେବର ରୋଡ୍ରେ ବଡ଼ ଧରଣର ବେଆଇନ ବାଣ ଗୋଦାମରେ ଚଢାଉ କରାଯାଉଛି। ଏକ ପୂଜା ସାମଗ୍ରୀ ଗୋଦାମରେ ଏହି ରେଡ୍ ହୋଇଥିବା ଜଣାପଡ଼ିଥିବା…