ତାଜା ଖବର ରାଜ୍ୟ HMPVକୁ ନେଇ ବୈଠକ ଡାକିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ January 12, 2025 Papirani ସାରା ଦେଶରେ ଚହଳ ପକାଇଛି HMPV ଭାଇରସ୍ । ଭାରତରେ ବିଭିନ୍ନ ରାଜ୍ୟରୁ HMPV ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା କର୍ଣ୍ଣାଟକ, ଗୁଜୁରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ HMPV ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା…
ତାଜା ଖବର ଦେଶ ଦେଶରେ ଆଉ ୨ଟି HMPV କେସ ଚିହ୍ନଟ; ମହାରାଷ୍ଟ୍ରକୁ ବ୍ୟାପିଲା January 7, 2025 Papirani ଚୀନରେ ଏଚଏମପିଭି ମାମଲା ବୃଦ୍ଧି ପାଇଥିବା ଖବର ସାମ୍ନାକୁ ଆସିଛି ଏବେ ଦେଶରେ ହ୍ୟୁମାନ ମେଟାପ୍ୟୁମୋ ଭାଇରସ (ଏଚ୍ଏମ୍ପିଭି) ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବେଙ୍ଗାଲୁରୁ, ତାମିଲନାଡ଼ୁ ଓ କୋଲକାତା ପରେ ଏବେ ମହାରାଷ୍ଟ୍ର ନାଗପୁରରେ ୨ ଜଣ…
ଦେଶ କୋଲକାତାରେ HMPV; ଦେଶରେ HMPV ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି January 6, 2025 Nirvay ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ, ଅହମ୍ମଦାବାଦ ଜଣେ ଏବଂ କୋଲକାତାରେ ଆଉ ଜଣେ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ଦେଶରେ ଏବେ ମୋଟ ୪ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ…
ତାଜା ଖବର ରାଜ୍ୟ ଯେକୌଣସି ସ୍ବାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ: ଓଡ଼ିଶା ସରକାର January 6, 2025 Papirani ଚୀନରେ ବ୍ୟାପିଥିବା ହ୍ୟୁମାନ୍ ମେଟାନିମୋ ଭାଇରସ୍ (ଏଚଏମପିଭି) ଭାଇରସ ଦେଶରେ ଏଚଏମପିଭି ଭାଇରସ୍ ଚିହ୍ନଟ ହେବା ପରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଆସିଲେ ପଦକ୍ଷେପ ନିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।…
ତାଜା ଖବର ଦେଶ କର୍ଣ୍ଣାଟକରେ ଆରମ୍ଭ ହେଲା ମାସ୍କ କଟକଣା January 6, 2025 Papirani ଚୀନରେ ବ୍ୟାପିଥିବା ଏଚଏମପିଭି ଭାଇରସ ଏବେ ଭାରତରେ ବ୍ୟାପିବାରେ ଲାଗିଛି । ଏହି ଏଚଏମପିଭି ଭାଇରସ ପାଇଁ କର୍ଣ୍ଣାଟକରେ ଆରମ୍ଭ ହେଲା ମାସ୍କ କଟକଣା । ବେଙ୍ଗାଲୁରୁରେ ୨ ଏଚଏମପିଭି ସଂକ୍ରମିତ ଚିହ୍ନଟ ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ମାସ୍କ…
ତାଜା ଖବର ଦେଶ ବେଙ୍ଗାଲୁରୁରେ ଭାରତର ପ୍ରଥମ HMPV ଆକ୍ରାନ୍ତ ଚିହ୍ନଟ January 6, 2025 Papirani ଚୀନ୍ରେ ହ୍ୟୁମାନ ମେଟା ପ୍ୟୁମୋ ଭାଇରସ୍ (ଏଚ୍ଏମ୍ପିଭି) ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହି ସମୟରେ ଭାରତରେ ପହଞ୍ଚିଲା ଚୀନର ଏଚଏମପିଭି ଭୂତାଣୁ । ବେଙ୍ଗାଲୁରୁରେ ଏହାର ପ୍ରଥମ ମାମଲା ଏବେ ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ଏକ ହସପିଟାଲରେ ୮…
ଦେଶ HMPVକୁ ନେଇ ଭୟଭୀତ ନହେବାକୁ କେନ୍ଦ୍ରର ପରାମର୍ଶ January 3, 2025 Nirvay କୋଭିଡ ମହାମାରୀର ୫ ବର୍ଷ ପରେ ଏବେ ଚୀନରେ ଦେଖାଯାଇଛି ନୂଆ ଭାଇରସ ଆତଙ୍କ । ଦୃତଗତିରେ ବ୍ୟାପୁଛି ସଂକ୍ରମଣ । କୋରୋନା ଭଳି ଥଣ୍ଡା, କାଶ, ଛିଙ୍କ ଏହାର ମୁଖ୍ୟ ଲକ୍ଷଣ । ହେଲେ ଚୀନ୍ର ହ୍ୟୁମନ ମେଟାନ୍ୟୁମୋ ଭାଇରସ…
ବିଶ୍ୱ ଚୀନରେ ବ୍ୟାପୁଛି ଆଉ ଏକ ଭାଇରସ ସଂକ୍ରମଣ January 3, 2025 Papirani କୋଭିଡ ମହାମାରୀର ପରେ ଏବେ ଚୀନରେ ଦେଖାଯାଇଛି ଆଉ ଏକ ନୂଆ ଭାଇରସ ଆତଙ୍କ । ଚୀନରେ ବ୍ୟାପୁଛି ହ୍ୟୁମନ ମେଟାନ୍ୟୁମୋ ଭାଇରସ ବା ଏଚଏମପିଭି । ଚୀନର କିଛି ସ୍ଥାନରେ ଜରୁରୀକାଳିନ ପରିସ୍ଥିତି ଦେଖିବାକୁ ମିଳିଛି । ପିଲାଠୁ ବୁଢା…