ତାଜା ଖବର ରାଜନୀତି Assam New Government: ୧୧ ତାରିଖ ପରେ ଆସାମରେ ନୂଆ ସରକାର May 6, 2026 Nirvay ଆସନ୍ତା ୧୧ ତାରିଖ ପରେ ଆସାମରେ ନୂଆ ସରକାର ଶପଥ ନେବେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମନ୍ତ୍ରୀ ପରିଷଦ ସହିତ ପଦରୁ ଇସ୍ତଫା ଦେଇଛନ୍ତି । ହିମନ୍ତ ଆଜି ଲୋକଭବନରେ ପହଞ୍ଚି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ…