ତାଜା ଖବର ରାଜ୍ୟ Landslide Risk in Odisha: ପାହାଡ଼ିଆ ଅଞ୍ଚଳରେ ଚିହ୍ନଟ ହେବ ଭୂସ୍ଖଳନ ପ୍ରବଣ ରାସ୍ତା; ୭ ଦିନରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ August 7, 2026 Papirani ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ପାହାଡ଼ିଆ ଅଞ୍ଚଳର ଭୂସ୍ଖଳନ ପ୍ରବଣ ରାସ୍ତାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଓଡ଼ିଶା ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୨୦୨୬-୨୭ ଆର୍ଥିକ ବର୍ଷରେ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDMF) ଅଧୀନରେ ଆର୍ଥିକ…