ତାଜା ଖବର ରାଜ୍ୟ Helipad in Similipal Soon: ମୟୂରଭଞ୍ଜର ଶିମିଳିପାଳରେ ହେବ ହେଲିପ୍ୟାଡ୍: ବିଭୂତି ଜେନା February 19, 2026 Papirani ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ହେବ ହେଲିପ୍ୟାଡ୍। ଯୋଗାଯୋଗକୁ ସୁଦୃଢ଼ କରିବା ଏବଂ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ନିକଟରେ ଏକ ନୂତନ ହେଲିପ୍ୟାଡ୍ ନିର୍ମାଣ କରିବ। ଏନେଇ ଆଜି ଗୃହରେ ପରିବହନ…