ତାଜା ଖବର ରାଜ୍ୟ Heat Wave Centers: ଖୁବଶୀଘ୍ର ଖୋଲିବ ହିଟ୍ ୱେଭ୍ ସେଣ୍ଟର: ମନ୍ତ୍ରୀ April 28, 2026 Papirani ରାଜ୍ୟରେ ଖୁବଶୀଘ୍ର ହିଟ୍ ୱେଭ୍ ସେଣ୍ଟର ଖୋଲିବେ ସରକାର । ସାରା ଓଡ଼ିଶାରେ ପ୍ରବଳ ଗରମକୁ ଦୂର କରିବା ପାଇଁ, ରାଜ୍ୟ ସରକାର ଜନସାଧାରଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ହିଟ୍ୱେଭ୍ ରିଲିଫ୍ ସେଣ୍ଟର୍ ଗଠନ ପାଇଁ ସକ୍ରିୟ ଯୋଜନା କରୁଛନ୍ତି।…