Tag: Guru Ravidas

Kalash Vandan Abhiyan: ଗୁରୁ ରବି ଦାସଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜ୍ୟବ୍ୟାପୀ “କଳସ ବନ୍ଦନ ଅଭିଯାନ” ର ଶୁଭାରମ୍ଭ

ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଅବସରରେ ଓଡ଼ିଶାରେ ଆଜି ‘କଳସ ବନ୍ଦନ ଅଭିଯାନ’ ଆରମ୍ଭ ହୋଇଛି । ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ…