Tag: Gujarat’s Mundra Port

Jag Laadki Reaches Mundra Port: ୮୦,୮୮୬ ମେଟ୍ରିକ ଟନ୍ କ୍ରୁଡ୍ ତେଲ ନେଇ ଭାରତ ପହଞ୍ଚିଲା ଜଗ୍‌ ଲାଡ୍‌କି

ଭାରତୀୟ ପତାକା ଥିବା ଜାହାଜ ଜଗ୍‌ ଲାଡ୍‌କି ସୁରକ୍ଷିତ ଭାବେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ଏହି ତୈଳ ଜାହାଜଗୁଡ଼ିକ ଭାରତରେ ପହଞ୍ଚିଛି। ଅସ୍ଥିର ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଖୋଲିଯାଇଛି ଏକ…