Tag: Guard of Honour

Padma Shri Dr. Ashok Mahapatra Passes Away: ଆଜି ପୁରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ଶେଷକୃତୀ

ବିଶିଷ୍ଟ ନ୍ୟୁରୋସର୍ଜନ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି। ଗତକାଲି ଦିଲ୍ଲୀ ଏମ୍‌ଏମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସତ୍ୟାଗ କରିଛନ୍ତି। ଆଜି ହିଁ ତାଙ୍କର ମରଶରୀର ଓଡ଼ିଶା ଫେରିବାର…