Tag: Governor

ରାଜ୍ୟପାଳଙ୍କୁ ସମୟ ମାଗିଲେ ମୁଖ୍ୟମନ୍ତ୍ରୀ; ହୋଇପାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ସୋମ‌ବାର ସନ୍ଧ୍ୟାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୟ ମାଗିଥିବା ଅତ୍ୟନ୍ତ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ଏହି ସମୟରେ ଏଭଳି ସାକ୍ଷାତ ପାଇଁ ସମୟ ମାଗିବାକୁ ନେଇ ଅନେକ କଳ୍ପନା ଜଳ୍ପନା ମୁଣ୍ଡ…

ଇସ୍ତଫା ଦେଲେ ରଘୁବର; ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ନୂଆ ରାଜ୍ୟପାଳ

ଆଜି ଏକ ନାଟକୀୟ ଘଟଣାକ୍ରମରେ ଓଡ଼ିଶା ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେଇଛନ୍ତି । ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡ଼ିଶା ରାଜ୍ୟପାଳ ରୂପେ ନିଯୁକ୍ତି ମିଳିଛି । ନୂତନ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି…

୩ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ାଇଲେ ଓଡିଶା ରାଜ୍ୟପାଳ

ବିଶ୍ୱବିଦ୍ୟାଳୟ ମାନଙ୍କ କୁଳାଧିପତି ଭାବରେ କାର୍ଯ୍ଯ କରୁଥିବା ରାଜ୍ଯପାଳ ଗୁରୁବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ , ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରି ତିନୋଟି ବିଶ୍ୱବିଦ୍ୟାଳୟ ର କୁଳପତିଙ୍କ କାର୍ଯ୍ଯକାଳ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତରେ ଆଜି…

ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ରାଜ୍ୟପାଳଙ୍କ ପ୍ରତିଶ୍ରୁତି

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ତୁରନ୍ତ ନବୀକରଣ କରିବା ପାଇଁ ମହାମହିମ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବେ। ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ…

ମୋ ସରକାର ନିରପେକ୍ଷତାର ସହ କାମ କରିବ: ରାଜ୍ୟପାଳ

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ। ମୋ ସରକାର ନିରପେକ୍ଷତାର ସହ କାମ କରିବ ବୋଲି ଦୃଢୋକ୍ତି ପ୍ରକାଶଃ କରିଛନ୍ତି। ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି…

ଏଏସ୍ଓଙ୍କୁ ମାଡମାରିବା ଘଟଣା: ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ଦିନକୁ ଦିନ ଘନେଇବାରେ ଲାଗିଛି ଏଏସ୍ଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ବିବାଦ । ରାଜ୍ଯପାଳଙ୍କ ପୁଅଙ୍କ ଦ୍ବାରା ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ନେଇ ବିଜୁ ଯୁବ ଓ ଛାତ୍ର ଜନତା…

ରାଜ୍ୟପାଳ ରଘୁବର ଦାସ ନିଜ ପୁଅକୁ ଆଚରଣ ଶିଖାନ୍ତୁ

ପୁଅ-ଝିଅଙ୍କ ପାଇଁ ବହୁବାର ଏବଂ ବହୁକ୍ଷେତ୍ରରେ ବାପାମାନେ ବହୁତ ପସ୍ତେଇଛନ୍ତି। ଭିପି ସିଂଙ୍କ ସମୟରେ ତାଙ୍କ ପୁଅଙ୍କୁ ସେଣ୍ଟ କିଟୁ ମାମଲାକୁ ନେଇ କଂଗ୍ରେସ ଘେରିବାକୁ ଚେଷ୍ଟା କରିଥିଲା । କାର୍ତ୍ତି ଦେଶାଇଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋରାଜୀଙ୍କ ବିରୋଧରେ ମୋହଁ ଖୋଲିଥିଲେ…

ପୁରୀ ରାଜଭବନରେ ମାଡ଼ ଖାଇଥିବା ଏଏସଓଙ୍କ ବଦଳି

ପୁରୀ ରାଜଭବନରେ ମାଡ଼ ଖାଇଥିବା ଏଏସଓଙ୍କ ବଦଳି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଆସିଷ୍ଟାଂଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠନାଥ ପ୍ରଧାନଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି…

ଏଏସ୍‌ଓଙ୍କୁ ମାଡ଼ ଘଟଣା: ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍‌ଓଙ୍କ ପତ୍ନୀ ଓ ସଂଘ ନେତା

ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ସହଯୋଗୀ ମାନେ ମିଶି ମାଡ଼ ମାରିବା ଅଭିଯୋଗ ଘଟଣାରେ ରାଜ୍ୟପାଳଙ୍କୁ ଭଟିଲେ ସଂପୃକ୍ତ ଏଏସ୍‌ଓଙ୍କ ପତ୍ନୀ ଓ ସଂଘ ନେତା । ରାଜ୍ୟପାଳଙ୍କୁ ଭେଟିବା ପରେ ସଂପୃକ୍ତ ଏଏସ୍‌ଓଙ୍କ ପତ୍ନୀଙ୍କ…

ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିବା ପ୍ରସଙ୍ଗ; ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗ ପରେ କର୍ତ୍ତବ୍ୟରତ ଅଫିସରଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ମୁଖ୍ଯମନ୍ତ୍ରୀଙ୍କ ନିକଟରେ ଦାବି କରିଛି ଓଡ଼ିଶା ସଚିବାଳୟ ସେବା ସଂଘ। ଚିଠିରେ ମାଧ୍ୟମରେ ଓଡ଼ିଶା ସଚିବାଳୟ ସେବା ସଂଘ…