Tag: Governments

West Asia Crisis: ପିଏନ୍‌ଜି ଥିଲେ ମିଳିବନି ଏଲ୍‌ପିଜି

ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ବଡ଼ ପରିବର୍ତ୍ତନ । ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର । ପିଏନ୍‌ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍‌ପିଜି । ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି କଲେ ପେଟ୍ରୋଲିୟମ୍ ମନ୍ତ୍ରାଳୟ । ପିଏନ୍‌ଜି-ଏଲ୍‌ପିଜି…