Tag: Government Polytechnic

Odisha CM Suspends 3 Lecturers: ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଯାଜପୁର ପଲିଟେକ୍ନିକ୍‌ର ୩ ଅଧ୍ୟାପକଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ 

ଶିକ୍ଷାନୁଷ୍ଠାନର ପବିତ୍ରତା ଏବଂ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ମହଙ୍ଗା ପଡ଼ିଛି। ଶିକ୍ଷାନୁଷ୍ଠାନ ଭିତରେ ଶୃଙ୍ଖଳାହୀନତା ଏବଂ ଗଣ୍ଡଗୋଳ ଭଳି ଅସହନୀୟ ଆଚରଣ ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିରୋ-ଟୋଲରାନ୍ସ ଅର୍ଥାତ୍ କୌଣସି ପ୍ରକାର କୋହ ନରଖିବା ନୀତି ଗ୍ରହଣ କରିଛନ୍ତି।…