Tag: Gold Biscuits

DRI Seizes Gold Biscuits in Visakhapatnam: ବିଶାଖାପାଟଣାରୁ ୯.୮୧ କୋଟି ଟଙ୍କାର ସୁନା ବିସ୍କୁଟ୍ ଜବତ: ୨ ଗିରଫ

ବିଶାଖାପାଟଣା ଠାରେ ଡାଇରେକ୍ଟୋରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ପକ୍ଷରୁ ଏକ ବଡ଼ଧରଣର ସୁନା ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ କରାଯାଇଛି। ଜାତୀୟ ରାଜପଥରେ କରାଯାଇଥିବା ଚଢ଼ଉ ଏବଂ ପାଟ୍ରୋଲିଂ ସମୟରେ ଅଧିକାରୀମାନେ କୋଲକାତାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଯାନରୁ…