Tag: Gidipabali Landslide

Gidipabali Landslide: ଗଞ୍ଜାମ ଜିଲ୍ଲା ଗିଡ଼ିପାବାଳି ଭୂସ୍ଖଳନ: ନିଖୋଜଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ବ୍ୟାପକ ପ୍ରୟାସ ଜାରି

ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଳି ଭୂସ୍ଖଳନ ସ୍ଥଳରେ ପ୍ରକୃତିର ଏହି ଭୟଙ୍କର ବିପର୍ଯ୍ୟୟ ପରେ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ଅଧିକ ସୁସଂଗଠିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହି ଦୁର୍ଘଟଣାସ୍ଥଳରେ ବିଭିନ୍ନ…