Tag: Former Collector

Madhusudan Dash Assigned to Lead Nuapada Relief Work: ବାତ୍ୟା ଅର୍ଣ୍ଣବ ମୁକାବିଲା: ନୁଆପଡ଼ା ଜିଲ୍ଲା ପାଇଁ ବରିଷ୍ଠ ଆଇ.ଏ.ଏସ୍. ଅଧିକାରୀ ମଧୁସୂଦନ ଦାସଙ୍କୁ ମିଳିଲା ନିଯୁକ୍ତ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଜନସ୍ୱାର୍ଥ ଏବଂ ତତ୍ପରତାକୁ ପ୍ରାଥମିକତା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଜରୁରୀ ନିର୍ଦ୍ଦେଶନାମା…