ବ୍ୟବସାୟ Former Boudh IIC Transferred Again: ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ଅଭିଯୋଗ; ପୁଣି ବଦଳିଲେ ବୌଦ୍ଧର ପୂର୍ବତନ ଆଇଆଇସି ନଳିନୀକାନ୍ତ ଦାସ September 11, 2026 Papirani ବୌଦ୍ଧ ଥାନାର ପୂର୍ବତନ ଆଇଆଇସି ନଳିନୀକାନ୍ତ ଦାସଙ୍କୁ ପୁଣି ଥରେ ବଦଳି କରାଯାଇଛି। ପୋଲିସ୍ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସେଣ୍ଟ୍ରାଲ୍ ରେଞ୍ଜ ଆଇଜି ଅଫିସକୁ ବଦଳି କରାଯାଇଥିବା ଜଣାପଡ଼ିଛି। ମାତ୍ର ୧୫ ଦିନ ମଧ୍ୟରେ ନଳିନୀକାନ୍ତଙ୍କର ଏହା ଦ୍ୱିତୀୟ…