Tag: Finance Dept

No Joining No Salary: ଅର୍ଥ ବିଭାଗର ନିର୍ଦ୍ଦେଶକୁ ଫୁ’ ପରେ କଡ଼ା ଆଭିମୁଖ୍ୟ; ନୂଆ ସ୍ଥାନରେ ଯୋଗ ନ ଦେଲେ ବନ୍ଦ ହେବ ଦରମା

ବଦଳି ଆଦେଶକୁ ଅଣଦେଖା କରୁଥିବା ଅଧିକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ଅର୍ଥ ବିଭାଗ। ଅର୍ଥ ବିଭାଗର ତିନି ତିନି ଥର ନିର୍ଦ୍ଦେଶକୁ ଫୁ’ ପରେ ବିଭାଗର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଜି ସୁଦ୍ଧା ନୂଆ ସ୍ଥାନରେ…