ତାଜା ଖବର ରାଜ୍ୟ SRC Warns Against Fake Cyclone Forecasts: ବାତ୍ୟାକୁ ନେଇ ଭ୍ରାନ୍ତ ଖବର ପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ଏସ୍.ଆର୍.ସି. October 26, 2026 Papirani ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ କିଛି ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ପ୍ରଚାର ହେଉଥିବା ମିଥ୍ୟା, ଭ୍ରାନ୍ତ ତଥା କଳ୍ପନାପ୍ରସୂତ ଖବର ଉପରେ ଓଡ଼ିଶା ସରକାର ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ…