Tag: Elephant Death

ହାତୀ ‘ରାମୁ’ର ମୃତ୍ୟୁ ଘଟଣା; କାମର ହିସାବ ମାଗିଲେ ପିସିସିଏଫ୍

ହାତୀ ‘ରାମୁ’ର ମୃତ୍ୟୁ ପରେ ବନ ବିଭାଗର ଚେତା ପଶିଛି। ନିୟୋଜିତ ସ୍ୱତନ୍ତ୍ର ସ୍କ୍ବାର୍ଡଙ୍କ କାମର ହିସାବ ମାଗିଲେ ପିସିସିଏଫ୍। ସବୁ ଆରସିସିଏଫ୍‌ଙ୍କୁ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ଚିଠି ହୋଇଛି। ଏବେ ରାଜ୍ୟରେ ୩୯୭ ସ୍ୱତନ୍ତ୍ର ସ୍କ୍ୱାଡ୍ ବନ୍ୟଜନ୍ତୁ ସୁରକ୍ଷାରେ ନିୟୋଜିତ ଅଛନ୍ତି।…