ତାଜା ଖବର ବିଶ୍ୱ France Student Protests: ଫ୍ରାନ୍ସରେ ଭୟଙ୍କର ରୂପ ନେଉଛି ଛାତ୍ର ଆନ୍ଦୋଳନ; ୧୨୦୦ ଗିରଫ, ୧୫୦ରୁ ଅଧିକ ପୋଲିସ କର୍ମୀ ଆହତ October 18, 2026 Papirani ଫ୍ରାନ୍ସରେ ସ୍କୁଲ ଭିତ୍ତିଭୂମିର ସୁଧାର ଏବଂ ଶିକ୍ଷକ ଅଭାବ ସମସ୍ୟାର ସମାଧାନ ଦାବିରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବେ ଅତ୍ୟନ୍ତ ଉଗ୍ର ଓ ଭୟଙ୍କର ରୂପ ନେଇଛି। ରାଜଧାନୀ ପ୍ୟାରିସ ସହିତ ଦେଶର ବିଭିନ୍ନ ଭାଗରେ ବ୍ୟାପକ ହିଂସାକାଣ୍ଡ, ଅଗ୍ନିକାଣ୍ଡ ଏବଂ…