Tag: Durga Puja

ଦୁର୍ଗା ପୂଜା ପାଇଁ ସୁରକ୍ଷା କଡ଼ାକଡ଼ି; ଟ୍ୱିନସିଟିରେ ୬୧ପ୍ଲାଟୁନ୍ ଫୋର୍ସ ମୁତୟନ

ପୂଜା ପାଇଁ ସଜାଗ ହେଲା କମିଶନରେଟ ପୋଲିସ। ପାର୍ବଣ ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ୍ କମିଶନର । ପୋଲିସ୍ କମିଶନର କହିଛନ୍ତି ଏଥର ଟ୍ୱିନସିଟିରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ…

କଟକ ଦୁର୍ଗା ପୂଜାରେ ଜଗିବେ ୧୨୨ ପ୍ଲାଟୁନ୍‌ ଫୋର୍ସ

ପୂଜା ପାଇଁ ସଜାଗ ହେଲା କମିଶନରେଟ ପୋଲିସ। କଟକ ଦୁର୍ଗା ପୂଜାରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସୂଚନା । ପୋଲିସ କମିଶନର କହିଛନ୍ତି ୧୨୨ ପ୍ଲାଟୁନ୍‌ ଫୋର୍ସ ସହ ୬୦୦ ଅଫିସର ମୁତୟନ ରହିବେ । ପୂଜା ପାଇଁ…

ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା

ଦୁର୍ଗାପୂଜା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି । ସେପ୍ଟେମ୍ବର ୨୮ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ମାର୍ଗଦର୍ଶିକା ଅନୁସାରେ, ଦୁର୍ଗାପୂଜା ପାଇଁ ରାଜଧାନୀର ପ୍ରମୁଖ…

୨୦ ତାରିଖ ପୂର୍ବରୁ ସରିବ ରାସ୍ତା ମରାମତି କାମ: ପୃଥ୍ବୀରାଜ ହରିଚନ୍ଦନ

ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ସମସ୍ତ ସହରାଞ୍ଚଳ ରାସ୍ତା । ୨୦ ତାରିଖ ପୂର୍ବରୁ ଟ୍ବିନ୍‌ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି କାମ ସରିବ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ସମସ୍ତ…

ଚଳିତବର୍ଷ ଦୁର୍ଗା ପୂଜା ଭସାଣିରେ ବାଜିବ ନାହିଁ ଡିଜେ

ଚଳିତବର୍ଷ ଭୁବନେଶ୍ବର ଦୁର୍ଗା ପୂଜା ଭସାଣିରେ ବାଜିବନି ଡିଜେ । ଆଉ କିଛି ପରେ ଧରାପୃଷ୍ଠରେ ମାଆଙ୍କ ଆଗମନ ହେବାକୁ ଯାଉଛି। ସେଥିପାଇଁ ଚାରିଆଡେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ କିପରି କରାଯିବ, ସେଥିପାଇଁ ପ୍ରଶାସନିକ ସ୍ତରରେ…

ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ

କଟକ ସହରରେ ବାଜିଲା ପାର୍ବଣର ବିଗୁଲ। ଧରାପୃଷ୍ଠକୁ ଆସୁଛନ୍ତି ମା’ ଦୁର୍ଗା । କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ ହେବାକୁ ଯାଉଥିବା ବେଳେ ଅକ୍ଟୋବର ୩ ତାରିଖରେ…

ମା’ ଦୁର୍ଗାଙ୍କ ଭସାଣି ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା; ଜାଣନ୍ତୁ କେଉଁ ପଟେ ଯିବା ଆସିବାର କରାଯାଇଛି ବନ୍ଦୋବସ୍ତ ..

ସରିଲା ଦୁର୍ଗା ପୂଜା। ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା । ତେଣୁ ମାଆଙ୍କ ଭସାଣୀ ଉତ୍ସବ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଭୁବନେଶ୍ବର ଓ କଟକରେ ଭସାଣି ସମୟରେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା…

ନିଜ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ କରନ୍ତୁ ଓଡ଼ିଆ

ବିଶ୍ବରାଜ ନାୟକଙ୍କ କଲମରୁ: ଆମେ ଯେଉଁ ଶାରଦୀୟ ପର୍ବକୁ ଦୁର୍ଗାପୂଜା, ଦଶହରା କହୁ, ଗାଁ ଗହଳିରେ ଏହାକୁ କୁହାଯାଏ ଗୋଷାଣୀ ଯାତ୍ରା। ମାର୍କଣ୍ଡେୟ ପୁରାଣ କୁହେ ଚେଦୀ ବଂଶୀୟ କଳିଙ୍ଗ ରାଜା ଖ୍ରୀଷ୍ଟ ପୂର୍ବ ୩୦୦ ଶତାବ୍ଦୀରେ ପାଳନ କରୁଥିଲେ ଦୁର୍ଗା…

ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଧରାବତରଣ

ଦୁର୍ଗାପୂଜାରୁ ଆରମ୍ଭ ହୁଏ ପାର୍ବଣ। ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟର ବିଜୟ ପାଇଁ ଧରାବତରଣ କରନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ଦୁର୍ଗାପୂଜା ଆଶ୍ୱିନ ମାସରେ ପାଳନ ହୁଏ । ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ…

ଦୁର୍ଗାପୂଜାରେ ଡିଜେ ଫାୟାର ଗନ୍‌ ମନା

କଟକରେ ପାର୍ବଣକୁ ସୁରକ୍ଷିତ କରିବାକୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ ଜିଲ୍ଲାପାଳ ଡିଜେ ଫାୟାର ଗନ୍‌ ବ୍ୟବହାରକୁ ମନା କରିଛନ୍ତି। ନଭେମ୍ବର ୨୬ ପର୍ଯ୍ୟନ୍ତ ଡିଜେ, ଏଲ୍‌ଇଡି ଲାଇଟ୍‌, ଫାୟାର ଗନ୍‌ ମନା କରାଯାଇଛି। ପୂଜା ପେଣ୍ଡାଲ, ଭସାଣ…