ରାଜନୀତି ରାଜ୍ୟ ରାଜ୍ୟରେ କୁକୁରଙ୍କ ପାଇଁ ଶ୍ମଶାନ ତିଆରି କରିବେ ସରକାର ! September 11, 2024 Papirani ରାଜ୍ୟର ପ୍ରମୁଖ ସହରରେ କୁକୁର ପାଇଁ ଶ୍ମଶାନ ତିଆରି କରିବେ ରାଜ୍ୟ ସରକାର। ଆଜି ବିଧାନସଭା ଗୃହରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଟ୍ବିନ୍ ସିଟି ସହ କିଛି ପ୍ରମୁଖ…