ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର May 3, 2024 Nirvay ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ସରକାରଙ୍କ ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଅସ୍ମିତା ଉପରେ ଆଜି ପ୍ରଶ୍ନ ଚିହ୍ନ ଲାଗିଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନେତୃତ୍ବ ନେବାକୁ ମୁଖ୍ୟମନ୍ତ୍ରୀ…
ରାଜନୀତି ରାଜ୍ୟ IFS ବିନୟ ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ May 3, 2024 Nirvay IFS ବିନୟ ପ୍ରଧାନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ପୁଣି ଅଭିଯୋଗ କରିଛି ବିଜେଡି। ୨୦୨୪ ନିର୍ବାଚନରେ IFSଙ୍କ ସମ୍ପୃକ୍ତି ନିର୍ବାଚନ ପ୍ରଭାବିତ କରୁଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ନ୍ୟୁୟର୍କରେ କନସୁଲେଟ୍…
ତାଜା ଖବର ରାଜନୀତି ରାଜ୍ୟ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ May 2, 2024 Papirani ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି। ଏହି ସମୟରେ ତାଙ୍କ ସହ ଦଳୀୟ ବିଧାୟକ ପ୍ରାର୍ଥୀ ଏବଂ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି ଥିଲେ । ହଜାର ହଜାର ସମର୍ଥକଙ୍କ ସହ ସେ ଉପ…
ରାଜନୀତି ରାଜ୍ୟ ବିଜେପିରେ ମିଶିଲେ ଦୁଲାଲ ପ୍ରଧାନ ଓ ରାସେଶ୍ଵରୀ ପାଣିଗ୍ରାହୀଙ୍କ ହଜାର ହଜାର ସମର୍ଥକ May 2, 2024 Papirani ସମ୍ବଲପୁରରେ ଶକ୍ତି ଗୋଟାଉଛି ବିଜେପି । କଂଗ୍ରେସ ଛାଡ଼ିବା ପରେ ଗତକାଲି ପଦ୍ମ ଧରିଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି…
ରାଜନୀତି ରାଜ୍ୟ ଆଜି ସମ୍ବଲପୁରରୁ ନାମାଙ୍କନ ଭରିବେ ଧର୍ମେନ୍ଦ୍ର May 2, 2024 Nirvay ଆଜି ସମ୍ୱଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରି ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ…
ରାଜନୀତି ରାଜ୍ୟ ବିଜେପି ସରକାର ଆସିଲେ ବି ବନ୍ଦ ହେବନି BSKY, ମିଳିବ ଡବଲ ଲାଭ April 30, 2024 Nirvay ବିରୋଧୀଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର BSKY ବନ୍ଦ କରିବାକୁ ଚାହୁଁଛନ୍ତି , ସେ ବିକାଶ ବିରୋଧୀ, ଓଡ଼ିଆ ଲୋକଙ୍କ ମଙ୍ଗଳ ଚାହୁଁ ନାହାନ୍ତି କହି ବହୁଦିନ ଧରି ବିରୋଧୀ ଅପପ୍ରଚାର କରି ଆସୁଥିଲେ। କିନ୍ତୁ…
ରାଜନୀତି ରାଜ୍ୟ ଓଡ଼ିଆ ଅସ୍ମିତା କଥା କହି ଭୋଟ ମାଗିଲେ ଧର୍ମେନ୍ଦ୍ର ପ୍ରଧାନ April 29, 2024 Nirvay ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଆୟୋଜିତ ‘ପରିବର୍ତ୍ତନ ସମାବେଶ’ରେ ଯୋଗଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଂକଟରେ ଅଛି ବୋଲି କହିଲେ ପ୍ରଧାନ । ସେ କହିଛନ୍ତି ଯେ ଆମେ ସମସ୍ତେ ଯୋଡି ଫୁଲରେ ଭୋଟ ଦେଇ ଓଡ଼ିଆ…
ରାଜ୍ୟ DMF ପାଣ୍ଠିର ସଠିକ ବିନିଯୋଗ ହେଉନି: ଧର୍ମେନ୍ଦ୍ର ପ୍ରଧାନ April 14, 2024 Nirvay ପୁଣି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ। ଲହୁଣୀପଡ଼ା ବ୍ଲକର ରାସ୍ତାକାମ ନେଇ କ୍ଷୋଭ ପ୍ରକାଶ କଲେ ସେ। DMF ପାଣ୍ଠିର ସଠିକ ବିନିଯୋଗ ହେଉନଥିବା ଅଭିଯୋଗ କରିଛନ୍ତି।ଜନଜାତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠି…
ରାଜ୍ୟ ସମଲେଶ୍ଵରୀ ମନ୍ଦିର ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ March 26, 2024 Nirvay ସମ୍ବଲପୁର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହେବା ପରେ ଭଗବାନଙ୍କ ଶରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ପ୍ରଭୁ ଜଗନ୍ନାଥ, ପରେ ଲିଙ୍ଗରାଜ, ଏହା ପରେ ମା’ ହିଙ୍ଗୁଳା ଓ ଏବେ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି…
ରାଜ୍ୟ ସମ୍ବଲପୁର ଜିଲ୍ଲା ଅଞ୍ଚଳରେ ଡାଇରିଆ ସଂକ୍ରମଣ ଆକ୍ରାନ୍ତଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ March 26, 2024 Nirvay ସମ୍ବଲପୁର ଜିଲ୍ଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହୋଇ ଭିମସାର, ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ଲୋକମାନଙ୍କୁ ଭେଟିବା ସହ ଡାକ୍ତରଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତ ଆକ୍ରାନ୍ତଙ୍କ…