Tag: Dharmendra Deol alive

Dharmendra Deol alive: ବଞ୍ଚିଛନ୍ତି ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର; ବିୟୋଗ ଖବରକୁ ଖଣ୍ଡନ କଲେ ଇଶା ଦେଓଲ

ବଲିଉଡ଼ର ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ପରଲୋକ ଘଟିଥିବା ଚାରିଆଡ଼େ ଚର୍ଚ୍ଚା ହେଉଥିଲା ବେଳେ ଏହି ଖବରକୁ ଖଣ୍ଡନ କରିଛନ୍ତି ଝିଅ ଇଶା ଦେଓଲ। ତାଙ୍କ ବାପା ସୁସ୍ଥ ଥିବା ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା…