Tag: DGP YB Khurania

DGP YB Khurania to Retire Today: ଓଡ଼ିଶାରେ ସଫଳ ହୋଇଛି ନକ୍ସଲ ଅଭିଯାନ: ଡିଜିପି ୱାଇ.ବି. ଖୁରାନିଆ

ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶ ଯୋଗେଶ ବାହାଦୂର ଖୁରାନିଆ କାର୍ଯ୍ୟରୁ ଅବସର ନେଉଛନ୍ତି । ତାଙ୍କ ନେତୃତ୍ୱରେ ଓଡ଼ିଶା ନକ୍ସଲ ମୁକ୍ତ ହେବା ଏକ ବଡ଼ ଉପଲବ୍ଧି । ଖାଲି ସେତିକି ନୁହେଁ ୨୦୨୪ ତୁଳନାରେ ୨୦୨୫ରେ ରାହାଜାନି, ଦଙ୍ଗା, ଧର୍ଷଣ,…

Odisha DGP Change: ଆଜି ସରୁଛି ଖୁରାନିଆଙ୍କ କାର୍ଯ୍ୟକାଳ; ବିନୟତୋଷ ମିଶ୍ର ସମ୍ଭାଳିବେ ଅନ୍ତରୀଣ ଦାୟିତ୍ୱ

ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (DGP) ୱାଇ.ବି. ଖୁରାନିଆ ଚାକିରିରୁ ଅବସର ନେବେ। ତାଙ୍କ ପରେ ପରବର୍ତ୍ତୀ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ତଥା କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଦାୟିତ୍ୱ ସମ୍ଭାଳିବେ।

Group Clash In Malkangiri: ମାଲକାନଗିରିରେ ତେଜୁଛି ହିଂସା; ପହଞ୍ଚିଲେ ପୋଲିସ ଡିଜି ଖୁରାନିଆ

ତେଜୁଛି ଏମ୍‌ଭି-୨୬ ଓ ରାଖେଲଗୁଡ଼ା କଳି । ରାଖେଲଗୁଡ଼ାରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି । ଜିଲ୍ଲାରେ ଶାନ୍ତି ଫେରାଇବା ପାଇଁ ପୋଲିସ ଡିଜି ୱାଇବି ଖୁରାନିଆ ଏସ୍‌ପି ଅଫିସ୍‌ରେ ପହଞ୍ଚିଛନ୍ତି । SIW ଡିଆଇଜି…