ତାଜା ଖବର ଦେଶ ଚଳିତବର୍ଷ ରାଜଧାନୀରେ ଫୁଟିବନି ବାଣ; ବାଣ ତିଆରି ଓ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ October 14, 2024 Papirani ଚଳତବର୍ଷ ରାଜଧାନୀ ଦିଲ୍ଲୀରେ ଫୁଟିବାନି ବାଣ। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ତିଆରି ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର । ବିଶେଷ କରି ଶୀତ ଋତୁର ଆଗମନ ସହ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅହେତୁକ ବୃଦ୍ଧି…
ତାଜା ଖବର ଦେଶ ରାଜ୍ୟ ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ମାମଲା: ଭଲ ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା October 13, 2024 Papirani ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ମାମଲାରେ ଆବାସିକ କମିଶନର୍ ବିଶାଲ ବଗନ୍ଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ପୀଡ଼ିତା ସହ ଯୋଗାଯୋଗରେ ଅଛୁ । ସହଯୋଗ ପାଇଁ ପୀଡ଼ିତାଙ୍କ ପାଖରେ ଆବାସିକ କମିଶନ ଅଫିସର ମଧ୍ୟ ଅଛନ୍ତି ।ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ…
ତାଜା ଖବର ଦେଶ ଦିଲ୍ଲୀରେ ୨ କୋଟିରେ ବିକ୍ରି ହେଉଛି ନ୍ୟୁକ୍ଲିୟର ବଙ୍କର; ପରମାଣୁ ଆକ୍ରମଣ ହେଲେ ବି ରଖିବ ସୁରକ୍ଷିତ October 12, 2024 Papirani ଦିଲ୍ଲୀରେ ଏବେ ବିକ୍ରି ହେଉଛି ନ୍ୟୁକ୍ଲିୟର୍ ବଙ୍କର । ମାଟି ଭିତରେ ତିଆରି କରାଯାଉଛି ସୁରକ୍ଷିତ ବଙ୍କର । ରସାୟନିକ ଜୈବିକ ଓ ପରମାଣୁ ଆକ୍ରମଣ ହେଲେ ବି ରଖିବ ସୁରକ୍ଷିତ । ତିନି ବର୍ଷ ଯାଏଁ ମାଟି ତଳେ ସୁରକ୍ଷିତ…
ତାଜା ଖବର ଦେଶ ଦିଲ୍ଲୀରେ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା October 3, 2024 Nirvay ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଡାକ୍ତର ହେଲେ ଜାଭେଦ। କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ଦୁଇ ଜଣ ଡ୍ରେସିଂ କରିବାକୁ ଆସିଥିବା ବେଳେ ଆହତ ଅବସ୍ଥାରେ କ୍ୟାବିନରେ ପଶି…
ତାଜା ଖବର ଦେଶ ରାଜନୀତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା September 21, 2024 Papirani ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା । ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକେ୍ସନା ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି। ଏହାସହିତ ମନ୍ତ୍ରୀ ଭାବେ ଗୋପାଳ…
ତାଜା ଖବର ଦେଶ ରାଜନୀତି ୨ ଦିନରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜ୍ରିୱାଲ୍ September 15, 2024 Nirvay ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ଅରବିନ୍ଦ କେଜ୍ରିୱାଲ୍। ୨ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି କହିଛନ୍ତି। ୬ ମାସ ପରେ ଜେଲରୁ ବାହାରିବା ପରେ ଦିଲ୍ଲୀର ଏକ ସାଧାରଣ ସଭାରେ କେଜ୍ରିୱାଲ ଏଭଳି ଘୋଷଣା କରିଛନ୍ତି। ସେ ଅଗ୍ନି…
ତାଜା ଖବର ଦେଶ କେଜ୍ରିୱାଲଙ୍କୁ ସର୍ତ୍ତମୂଳକ ଜାମିନ September 13, 2024 Nirvay ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଛି। ସିବିଆଇ ଦ୍ୱାରା ପଞ୍ଜୀକୃତ ମାମଲାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ଜାମିନର ସର୍ତ୍ତ ଅନୁସାରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇପାରିବେନି କି କୌଣସି ସରକାରୀ କାଗଜରେ…
ତାଜା ଖବର ଦେଶ ରାଜଧାନୀରେ ବାଣ ତିଆରି, ବିକ୍ରି ଓ ଫୁଟାଇବାରେ ଲାଗିଲା ପ୍ରତିବନ୍ଧକ September 9, 2024 Papirani ଚଳତବର୍ଷ ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । ଦିଲ୍ଲୀରେ ସମସ୍ତ ପ୍ରକାରର ବାଣ ତିଆରି, ବିକ୍ରି ଓ ଫୁଟାଇବାରେ ବ୍ୟାନ୍ ଲଗେଇଲେ ଦିଲ୍ଲୀ ସରକାର। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ ୨୦୨୫ ଜାନୁଆରୀ ୧ ପର୍ଯ୍ୟନ୍ତ ବ୍ୟାନ୍ କରିଛନ୍ତି ଦିଲ୍ଲୀ…
ତାଜା ଖବର ଦେଶ ଭଙ୍ଗାହେବ ଦିଲ୍ଲୀସ୍ଥିତ ଓଡ଼ିଶା ଭବନ September 9, 2024 Nirvay ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ଭଙ୍ଗାହେବ । ଓଡ଼ିଶା ଭବନକୁ ରାଜ୍ୟ ସରକାର ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି । ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ବୋଲି ଜଣାପଡିବା ପରେ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ଥିବା ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ,…
ତାଜା ଖବର ରାଜନୀତି ରାଜ୍ୟ ଆଜି ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ August 12, 2024 Papirani ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ରାତି ୮ ଟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନୂଆ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ…