ତାଜା ଖବର ଦେଶ ରାଜନୀତି ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ; ୧୦ ଦିନ ମଧ୍ୟରେ ଇସ୍ତଫା ନଦେଲେ ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ November 3, 2024 Papirani ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ। ମୁମ୍ବାଇ ପୁଲିସ ଟ୍ରାଫିକ କଣ୍ଟ୍ରୋଲ ସେଲକୁ ଶନିବାର ସନ୍ଧ୍ୟାରେ ଏକ ଅଜଣା ନମ୍ବରରୁ ହତ୍ୟା ଧମକପୂର୍ଣ୍ଣ ମେସେଜ କରାଯାଇଥିବା ଜଣାପଡିଛି। ଯଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦ ଦିନ ମଧ୍ୟରେ…