Tag: Cyclone relief

Gajapati Omitted from Relief Press Release: ବାତ୍ୟା ରିଲିଫ୍ ପ୍ୟାକେଜ୍ ପ୍ରସଙ୍ଗ: ଏସଆରସି ତାଲିକାରୁ ଗଜପତି ବାଦ୍ ପଡ଼ିବାରୁ ପ୍ରଦୀପ ପାଣିଗ୍ରାହୀଙ୍କ ଅସନ୍ତୋଷ

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସହାୟତା ପ୍ୟାକେଜ୍ ଘୋଷଣା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିକୁ ନେଇ ଏବେ ତୀବ୍ର ଅସନ୍ତୋଷ…