Tag: cuttack

Barabati T20 Match: ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ କାଲିଠୁ ଆରମ୍ଭ ଅନଲାଇନ୍ ଟିକେଟ୍ ବିକ୍ରି

ଡିସେମ୍ବର ୯ରେ ବାରବାଟୀ ଟକ୍କର। କଟକ ବାରବାଟୀରେ ମୁହାମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା। ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଓଡିଶା ସରକାର ଏବଂ ଓଡିଶା…

CM Grievance Cell: ଲୋକଙ୍କ ଅଭିଯୋଗ ସମାଧାନ କ୍ଷେତ୍ରରେ ପଛରେ ରହିଛି କଟକ; ୯୧ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

କଟକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖପ୍ପା । ଅଭିଯୋଗ ଶୁଣାଣିକୁ ନେଇ ଖପ୍ପା ସିଏମ୍ ଗ୍ରୀଭାନ୍ସ ସେଲ୍ । ଲୋକଙ୍କ ଅଭିଯୋଗ ସମାଧାନ କ୍ଷେତ୍ରରେ କଟକ ସବୁଠୁ ପଛରେ ରହିଛି । ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ସତ୍ତ୍ବେ ଜିଲ୍ଲା…

Cuttack BaliJatra Accident: କଟକ ବାଲିଯାତ୍ରାରେ ଦୋଳି ଅଚଳ; ୫୦ ଫୁଟ୍ ଉପରେ ଫସିଲେ ଲୋକ

ଐତିହାସିକ କଟକ ବାଲିଯାତ୍ରାରେ ବୁଧବାର ରାତିରେ ଅଘଟଣ ଘଟିଛି । ଦୋଳି ମଜା ଉଠାଉଥିବା ବେଳେ ଦୋଳି ହୋଇଗଲା ଅଚଳ । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୋଳି ଉପରକୁ ଉଠିଥିବା ବେଳେ ଦୋଳି ବନ୍ଦ ହୋଇ ଯାଇଥିଲା । ଯାହାଫଳରେ ୫୦…

Cuttack Bali Jatra: କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି

ଜମୁଛି କଟକ ବାଲିଯାତ୍ରା । ବାଲିଯାତ୍ରା ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ଼ । ବହୁ ଦୂରଦୂରାନ୍ତରୁ ଲୋକ କଟକ ମହାନଦୀ ପଠାରେ ଏକାଠି ହେଉଛନ୍ତି ଆଉ ବାଲିଯାତ୍ରାର ମଜା ନେଉଛନ୍ତି । ଏହି ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି…

CMC Council Meeting: ସିଏମସି କାଉନସିଲ ବୈଠକରେ ଗଣ୍ଡଗୋଳ; ମୁହାଁମୁହିଁ ହେଲେ ବିଜେଡି ଓ ବିଜେପିର କର୍ପୋରେଟର

ସିଏମସି କାଉନସିଲ ବୈଠକରେ ପ୍ରବଳ ଗଣ୍ଡଗୋଳ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର କର୍ପୋରେଟର। ଏପରିକି ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ସହ ଠେଲପେଲା ହେବାଭଳି ପରିସ୍ଥିତି ଦେଖିବାକୁ ମିଳିଛି । ୫୧ ନଂ ୱାର୍ଡରେ ଜିମ୍‌ ଯନ୍ତ୍ରାଂଶ ଲାଗିବାକୁ…

Tangi IIC Suspend: କଟକ ଟାଙ୍ଗୀ IIC ନିଲମ୍ବିତ

କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ । କଟକ ଟାଙ୍ଗୀ ଥାନା IIC ଶିବପ୍ରସାଦ ଭଦ୍ରଙ୍କୁ ନିଲମ୍ବନ କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ । ବେଆଇନ୍ ଭାବେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି…

Police Raid Hotel: କଟକ ଶିଖରପୁର ଅଞ୍ଚଳର ହୋଟେଲ୍‌ରେ ପୋଲିସର ଚଢ଼ାଉ; ୩୦ରୁ ଅଧିକ ଲୋକ ଅଟକ

କଟକ ଶିଖରପୁର ଅଞ୍ଚଳର ହୋଟେଲରେ ପୋଲିସର ଚଢ଼ଉ । ହୋଟେଲ୍‌ରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଲୁଚି ଥିବା ନେଇ ରେଡ୍ କରିଛି ପୁଲିସ୍ । ହୋଟେଲ୍‌ ଭିତରେ ଚାଉଳିଆଗଞ୍ଜ ପୋଲିସ ଟିମ୍‌ର ତଲାସୀ ୩୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା…

Diwali guidelines: କଟକରେ ବାଣଫୁଟା ପାଇଁ ମିଳିଲା ୨ ଘଣ୍ଟା ଅନୁମତି

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଭୁବନେଶ୍ୱର ଭଳି କଟକରେ ଲାଗିଲା ଦୀପାବଳୀରେ ବାଣ ଫୁଟାଇବାକୁ ନେଇ କଟକଣା । କଟକରେ ବାଣଫୁଟା ପାଇଁ ୨ ଘଣ୍ଟା ମିଳିଲା ଅନୁମତି । ସଂଧ୍ୟା…

ଚୌଦ୍ୱାର ଜେଲ୍‌ରୁ ୨ ଅପରାଧୀ ଫେରାର ଘଟଣାରେ ଜେଲରଙ୍କୁ କଣ୍ଟାବାଞ୍ଜି ବଦଳି

କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଖସି ପଳାଇବା ଘଟଣାରେ ଚୌଦ୍ୱାରର ଜେଲରଙ୍କ ବଦଳି ହୋଇଛି । ଜରୁରୀ କାଳୀନ ଭିତ୍ତିରେ ଚୌଦ୍ୱାର ଜେଲର ସନ୍ତୋଷିନୀ ଦାଶଙ୍କୁ କଣ୍ଟାବାଞ୍ଜି ସବ୍‌ଜେଲ୍‌କୁ ବଦଳି କରାଯାଇଛି । ସେ କଣ୍ଟାବାଞ୍ଜି ଜେଲର ଭାବେ…

ଉଭୟ ପଡ଼ିଆରେ ହେବ ବାଲିଯାତ୍ରା

ଉପର ପଡ଼ିଆରେ ହେବ ଐତିହାସିକ ବାଲିଯାତ୍ରା। ଉପର ପଡ଼ିଆରେ ବାଲିଯାତ୍ରା ହେବାକୁ ନେଇ ମିଳିଲା ଅନୁମତି। ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ। ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ। ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ…