Tag: cuttack

ଉଠା ଦୋକାନ ଉପରକୁ ମାଡିଗଲା ପୋଲିସ; ଦୁଇ ଆହତ

କଟକ ବିଜୁ ପଟ୍ଟନାୟକ ଛକରେ ଦୁର୍ଘଟଣା । ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ବିଜୁ ପଟ୍ଟନାୟକ ଛକରେ ଥିବା ଉଠା ଦୋକାନୀ ଉପରକୁ ମାଡ଼ିଗଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ…

ବନ୍ଦ ଘରୁ ମିଳିଲା ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପିକାଙ୍କ ମୃତଦେହ

ବନ୍ଦ ଘର ଭିତରୁ ଉଦ୍ଧାର ହେଲା କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପିକାଙ୍କ ମୃତ ଦେହ । କଟକ ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଅଧ୍ୟାପିକା ହେଲେ ପଶ୍ଚିମବଙ୍ଗର ଅନନ୍ୟା…

ରେଭେନ୍ସା ପ୍ରସଙ୍ଗରେ ଚର୍ଚ୍ଚାର ଆବଶ୍ୟକତା ଅଛି; କେ.ଭି ସିଂଦେଓ

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ମତ। କିନ୍ତୁ ଏହା ବିତର୍କର ପ୍ରସଙ୍ଗ, ଚର୍ଚ୍ଚାର ଆବଶ୍ୟକତା ଅଛି।

ଦୁର୍ଗାପୂଜା ଭସାଣିରେ ଡିଜେ ମନା

କଟକ ଦୁର୍ଗାପୂଜା ଭସାଣିରେ ଡିଜେ ମନା। ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ ବୋଲି ପୋଲିସ କମିଶନର କହିଛନ୍ତି। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ କମିଶନରେଟ ପୋଲିସଙ୍କ ସୂଚନା । ପୂର୍ଵରୁ ଗଣେଶ ପୂଜା ଭସାଣିରେ ବି…

କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଆରମ୍ଭ

କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଆରମ୍ଭ ହୋଇଯାଇଛି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ ସିବିଆଇ, ଆଇଟି, ଇଡି, କଷ୍ଟମ ଅଧିକାରୀ ଉପସ୍ଥିତ ଅଛନ୍ତି।ଓଡ଼ିଶାରୁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ଉପସ୍ଥିତ ଅଛନ୍ତି।…

ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା; ବିଦା ହେବେ ଅଭିଯୁକ୍ତ ଡାକ୍ତର

ଏସସିବିରେ୨ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲାରେ ବିଦା ହେବେ ଅଭିଯୁକ୍ତ ଡାକ୍ତର ଦୀଲବାଗ ଠାକୁର। ଦିଲବାଗ ଠାକୁରଙ୍କୁ ଚାକିରିରୁ ବହିଷ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ ଜଣିଆ ଯାଞ୍ଚ କମିଟିର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ଡାକ୍ତରଙ୍କୁ…

ସିମ୍‌ବକ୍ସର ଆତଙ୍କୀ କନେକ୍ସନ; କଟକରୁ ମିଳିଲା ଆଉ ୫

ରାଜଧାନୀରେ ସିମ ବକ୍ସ ଜବତ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କଟକରୁ ଆଜି ଆଉ ୫ ସିମ ବକ୍ସ ମିଳିଛି। ରାଜେନ୍ଦ୍ରନଗରର ଏକ ଭଡ଼ା ଘରୁ ସିମ୍‌ବକ୍ସ ଜବତ କାରାକାଯାଇଛି। ୮ ମାସ ହେଲା ରାଜୁ ମଣ୍ଡଳ ଏହି ଘରେ…

ଏସସିବିରେ ଦୁଷ୍କର୍ମ ଘଟଣା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ

ଚିକିତ୍ସା କରାଇବାକୁ ଯାଇ ଡାକ୍ତରଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଛନ୍ତି ରୋଗୀ। କଟକ ବଡ଼ ମେଡିକାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। କାର୍ଡିଓଲୋଜି ବିଭାଗର ରେସିଡେଣ୍ଟ ଡାକ୍ତର ୨ ରୋଗୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କାର୍ଡିଓଲୋଜି ବିଭାଗରେ ଇକୋ ପରୀକ୍ଷା…

କଟକ ସଦର ଥାନା ଆଇଆଇସିଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ

କଟକ ଭାଣପୁର ଅଞ୍ଚଳରେ ବୋଲବମ୍ ଭକ୍ତଙ୍କ କ୍ୟାମ୍ପରେ କଟକ ସଦର ଥାନା ଆଇଆଇସି ଗାଡ଼ି ପୁରେଇ ସେମାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଡିସିପି। ଅଭିଯୋଗ ଅନୁସାରେ କଟକ ସଦର ଥାନା…

ଓଡ଼ିଶା ସରକାରୀ ପ୍ରେସ୍‌ରେ ତିନି ଜଣ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଓଡ଼ିଶା ସରକାରୀ ପ୍ରେସ୍‌ରେ ଅସଦାଚରଣ ଶିକାର ହୋଇଛନ୍ତି ତିନି ଜଣ ଯୁବତୀ । ମଧୁପାଟଣାସ୍ଥିତ ଓଡ଼ିଶା ସରକାରୀ ପ୍ରେସ୍‌ର ଆଟାଚ୍‌ ବାଇଣ୍ଡିଂ ସେକ୍ସନରେ ପ୍ରଶିକ୍ଷଣ ନେଉଥିବା ତିନି ଜଣ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଥିବାର ଦେଖା ଯାଇଛି…