ତାଜା ଖବର ରାଜ୍ୟ ଭସାଣି ବେଳେ ମୁସଲମାନ ବସ୍ତିରୁ ଟେକା ମାଡ଼ ଘଟଣା; ଆସନ୍ତାକାଲି କଟକ ବନ୍ଦ ଡାକରା October 5, 2025 Papirani ଆସନ୍ତାକାଲି କଟକ ବନ୍ଦ । ଭସାଣ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣାକୁ ନେଇ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଲା ବିଶ୍ୱ ହିନ୍ଦୁ ପରିଷଦ । ଗଣ୍ଡଗୋଳ ଘଟଣାରେ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରି ବନ୍ଦ ଡାକରା ଦେଇଛି ବିଶ୍ୱ…