ଖେଳ ତାଜା ଖବର ରାଜ୍ୟ OCA Election Row: ଓସିଏ ନିର୍ବାଚନ ବିବାଦ: କାର୍ଯ୍ୟକାଳ ସରିବା ପରେ ବି ପଦବୀରେ ଜାରି ରହିବାକୁ ନେଇ ସୁପ୍ରିମକୋର୍ଟଙ୍କ ଜବାବ ତଲବ November 4, 2026 Papirani ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ର କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ ନିର୍ବାଚନ କରାଯିବା ନେଇ ହୋଇଥିବା ବ୍ୟତିକ୍ରମ ଓ ସଂସ୍ଥାର ନିର୍ବାଚିତ କର୍ମକର୍ତ୍ତାମାନଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ସେମାନେ ନିଜ ପଦବୀରେ କିପରି ଜାରି ରହିଛନ୍ତି ସେହି ପ୍ରସଙ୍ଗକୁ…