ତାଜା ଖବର ଦେଶ ହଂକଂ ଏବଂ ସିଙ୍ଗାପୁର ପରେ ଭାରତରେ କରୋନା ଭୟ; ଦେଶରେ ଅଛନ୍ତି ୨୫୭ କୋଭିଡ୍ ଆକ୍ରାନ୍ତ May 20, 2025 Papirani ପୁଣି ଧିରେ ଧିରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ସିଙ୍ଗାପୁର, ହଂକଂ । ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ଭାରତରେ ବଢୁଛି ଭୟ । ହଂକଂ ଏବଂ ସିଙ୍ଗାପୁରରେ ପ୍ରାୟ ୧୪,୦୦୦ କୋଭିଡ…