ତାଜା ଖବର ରାଜ୍ୟ ବନୀକରଣ ନାଁରେ ଦୁର୍ନୀତି ମାମଲା: ଡେପୁଟି ରେଞ୍ଜରଙ୍କ ସହ ୪ ଗିରଫ May 13, 2025 Papirani ବନୀକରଣ ନାଁରେ ବଡ଼ ଦୁର୍ନୀତି ମାମଲାରେ ୪ ବନ ଅଧିକାରୀ ଗିରଫ । ପ୍ରାୟ ୮୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଭାରପ୍ରାପ୍ତ ଡେପୁଟି ରେଞ୍ଜର୍ ସମେତ ୪ ବନ ଅଧିକାରୀ ଗିରଫ କଲା ଭିଜିଲାନ୍ସ । ଡେପୁଟି ରେଞ୍ଜର୍ ସୈରେନ୍ଦ୍ରି…