Tag: Congress

Sujeet Kumar in Trouble: ନରେଶ ଅଗ୍ରୱାଲ ଓ ବିଜେପି ସାଂସଦ ସୁଜିତଙ୍କ ସମ୍ପର୍କ କ’ଣ ସ୍ପଷ୍ଟ ହେଉ: କଂଗ୍ରେସ

“ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଦଳର ବିଜୟ ସମ୍ଭାବନା ଉଜ୍ଜଳ ଜାଣି ଦଳକୁ ବଦନାମ କରିବାକୁ ବିଜେପି ହୀନ ଉଦ୍ୟମ ଆରମ୍ଭ କରିଦେଇଛି। ଗତକାଲି ଟିଟିଲାଗଡ଼ ଆରପିଏଫ ପୋଲିସ ୯୦ ଲକ୍ଷ ଟଙ୍କା ଧରିଥିବା ସୂଚନା ଦେଲା। କେସିଙ୍ଗା ଟିଟଲାଗଡ ରେଲୱେ ଷ୍ଟେସନ…

Nuapada By-Election: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନାମାଙ୍କନ ଦାଖଲ କରିଛନ୍ତି । ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତାଙ୍କ ଗହଣରେ, ବିରାଟ ରାଲିରେ ଆସି ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ ଘାସିରାମ । ଜିଲ୍ଲା…

Congress Star Campaigners: ନୂଆପଡା ଉପନିର୍ବାଚନ, ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା କଂଗ୍ରେସ

ନୂଆପଡ଼ା ଉପନିର୍ବାଚନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (AICC) ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ପ୍ରଚାର ଦଳରେ ପ୍ରମୁଖ ନାମ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ,…

High drama outside Congress Bhawan: ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି: ଭକ୍ତ ଦାସ

ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ ହାଇଡ୍ରାମା । ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ଆଜି ନିଜ ସମର୍ଥକଙ୍କ ସହିତ କଂଗ୍ରେସରେ ମିଶିବାକୁ ଆସିଥିବା ବେଳେ କଂଗ୍ରେସ ଭବନ ଗେଟ୍ ନ ଖୋଲିବାକୁ ନେଇ ହାଇଡ୍ରାମା ଦେଖିବାକୁ…

Ghasiram Files Nomination: ନୂଆପଡ଼ା ଉପନିର୍ବାଚନ; ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

ନୂଆପଡ଼ା ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଘାସିରାମ ମାଝୀ। ବରିଷ୍ଠ ଆଦିବାସୀ ନେତା ଘାସିରାମ ମାଝୀ ଆଜି ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଆଗାମୀ ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବରେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ପିସିସି…

ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର; ବିଜେଡିରେ ହାହାକାର

ନୂଆପଡ଼ା ଉପନିର୍ବାଚନ ପାଇଁ ସରଗରମ ହେଲାଣି ପ୍ରଚାର ମଇଦାନ । ନୂଆପଡ଼ା ଆଦିବାସୀ ଅଞ୍ଚଳ ହୋଇଥିବାବେଳେ ଭୋଟ୍ ହାତେଇବାକୁ ଆଦିବାସୀ କାର୍ଡ ଖେଳିଛି କଂଗ୍ରେସ । କଂଗ୍ରେସ ନୂଆପଡ଼ା ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ଆଦିବାସୀ ଭୋଟ୍ ହାତେଇବାକୁ…

ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ ଦାସ 

ଆଜି କଂଗ୍ରେସ ଭବନରେ ସୂଚନା ଅଧିକାର ଆଇନର ୨୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ସୂଚନା ଅଧିକାର ଆଇନ ବଳରେ ଗରିବରୁ ଗରିବ ମଧ୍ୟ ଅପିଲ କରି ନ୍ୟାୟ ପାଇପାରିବ…

ଗଳିଲା କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଛାତ

କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଅଘଟଣ । ଗଳିପଡ଼ିଲା କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଛାତ । କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଏଭଳି ଅଘଟଣ ଘଟିଛି । ଦିଲ୍ଲୀ ସାଉଥ୍ ଆଭେନ୍ୟରେ ଥିବା ଘରର…

ନୂଆପଡ଼ାରେ ତ୍ରିମୁଖୀ ଲଢେଇ ହେବନାହିଁ; କେବଳ ବିଜେପି କଂଗ୍ରେସ ଲଢେଇ ହେବ: ପିସିସି ସଭାପତି

ନୂଆପଡା ଉପନିର୍ବାଚନ ପ୍ରସଙ୍ଗରେ ଆଜି ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ନୂଆପଡ଼ାରେ ତ୍ରିମୁଖୀ ଲଢେଇ ହେବନାହିଁ । କେବଳ ବିଜେପି କଂଗ୍ରେସ ଲଢେଇ…

ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ମହେଶ ନିଆଲ

ନୂଆପଡା ଉପନିର୍ବାଚନ ପୂର୍ବରୁ ତୀବ୍ର ହୋଇଛି ରାଜନୈତିକ କସରତ । ଏହାରି ମଧ୍ୟ ବିଜେଡିକୁ ଲାଗିଛି ଶକ୍ତ ଝଟକା। ଶଙ୍ଖ ଛାଡିକି ହାତ ଧରିଲେ ମହେଶ ନିଆଲ । ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର…