ତାଜା ଖବର ରାଜନୀତି ରାଜ୍ୟ Congress Slams New Odisha Governor: ନବନିଯୁକ୍ତ ରାଜ୍ୟପାଳଙ୍କ ଦଳୀୟ ମନ୍ତବ୍ୟକୁ ନେଇ ବିବାଦ; ବ୍ରଜମୋହନ ରାମଙ୍କୁ ସମାଲୋଚନା କଲା ଓଡ଼ିଶା କଂଗ୍ରେସ October 14, 2026 Papirani ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ନେଇ ରାଜ୍ୟ ରାଜନୀତିରେ ବିବାଦ ଦେଖାଦେଇଛି। ଶପଥ ଗ୍ରହଣ କରିବା ପୂର୍ବରୁ ଏକ ଗଣମାଧ୍ୟମକୁ ଦେଇଥିବା ବିବାଦୀୟ ମନ୍ତବ୍ୟକୁ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ରାମ…
ତାଜା ଖବର ଦେଶ कांग्रेस का दिल्ली में हल्ला बोल, CJI ने INDI गठबंधन के नेताओ के साथ बैठक से किया इनकार October 12, 2026 Nirvay खबरों के मुताबिक, भारत के मुख्य न्यायाधीश (CJI) ने INDIA ब्लॉक के नेताओं के साथ उनके विरोध-प्रदर्शन से पहले बैठक करने से इनकार कर दिया है। उन्होंने सुप्रीम कोर्ट में…
ତାଜା ଖବର ରାଜନୀତି ରାଜ୍ୟ BJD Maintains Equal Distance from BJP, Congress: ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖିଛି October 7, 2026 Nirvay ଆଜି ଏକ ପ୍ରେସ୍ ବିବୃତ୍ତିରେ ବିଜେଡି ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ବିଜେଡି ଆସନ୍ତାକାଲି ଡକାଯାଇଥିବା ବନ୍ଦକୁ ନା ସମର୍ଥନ କରୁଛି, ନା ବିରୋଧ କରୁଛି । ଆମେ ଏକ ସ୍ୱାଧୀନ ଓ ନୀତିନିଷ୍ଠ ଆଭିମୁଖ୍ୟ ବଜାୟ…
ତାଜା ଖବର ରାଜନୀତି ରାଜ୍ୟ BJD Takes U-Turn on Odisha Bandh: ବିଜେଡି ଆଭିମୁଖ୍ୟକୁ ନେଇ କଂଗ୍ରେସର କଟାକ୍ଷ October 7, 2026 Nirvay କଂଗ୍ରେସ ପକ୍ଷରୁ ଅକ୍ଟୋବର ୮ ତାରିଖରେ ଆହ୍ୱାନ କରାଯାଇଥିବା ଓଡ଼ିଶା ବନ୍ଦକୁ ସମର୍ଥନ ନେଇ ବିଜୁ ଜନତା ଦଳ (ବିଜେଡି) ନିଜ ନିଷ୍ପତ୍ତିରୁ ଓହରି ଯାଇଥିବା ନେଇ କଂଗ୍ରେସ ପକ୍ଷରୁ ବିଜେଡିକୁ ତୀବ୍ର ସମାଲୋଚନା କରାଯାଇଛି । ବିଜେଡିର ଆଭିମୁଖ୍ୟକୁ ନେଇ…
ତାଜା ଖବର ରାଜ୍ୟ Odisha Bandh on October 8: ଆସନ୍ତାକାଲି ‘ଓଡ଼ିଶା ବନ୍ଦ’: କଣ ଖୋଲା ରହିବ, କଣ ବନ୍ଦ? ଜାଣନ୍ତୁ ନିୟମାବଳୀ October 7, 2026 Papirani ଆସନ୍ତା ୮ ଅକ୍ଟୋବରରେ ଓଡ଼ିଶା ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଏବଂ ଶୃଙ୍ଖଳିତ ଭାବେ ସଫଳ କରିବା ପାଇଁ ରାଜ୍ୟବାସୀଙ୍କୁ ଇଣ୍ଡି ମେଣ୍ଟ ପକ୍ଷରୁ ନିବେଦନ କରାଯାଇଛି। ଆଗାମୀ ଅକ୍ଟୋବର ୮ ତାରିଖ ଗୁରୁବାର ଦିନ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ…
ତାଜା ଖବର ରାଜନୀତି ରାଜ୍ୟ Pradeep Purohit Targets Naveen Patnaik: ଇଣ୍ଡିଆ ମେଣ୍ଟ ରାଲିରୁ ସ୍ପଷ୍ଟ ହେଲା ବିଜେଡି-କଂଗ୍ରେସ ମେଣ୍ଟର ସତ୍ୟତା: ପ୍ରଦୀପ ପୁରୋହିତ October 6, 2026 Papirani ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଆଭିମୁଖ୍ୟ ଓ ‘ସମଦୂରତା’ ନୀତିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ନବୀନ ବାବୁଙ୍କ ‘ଛଦ୍ମବେଶୀ ସମଦୂରତା’ ମନ୍ତବ୍ୟର ପର୍ଦ୍ଦାଫାଶ ହୋଇସାରିଛି ଏବଂ ତାଙ୍କର ଅସଲ ଚେହେରା…
ତାଜା ଖବର ରାଜନୀତି ରାଜ୍ୟ Santha Gopalan’s voluntary Retirement: ସନ୍ଥ ଗୋପାଲନଙ୍କ ଭଳି ସଚ୍ଚୋଟ ଅଫିସରଙ୍କ ସ୍ୱେଚ୍ଛାକୃତ ଆବେଦନ ସନ୍ଦେହ ସୃଷ୍ଟି ହେଉଛି: ଭକ୍ତ ଦାସ October 1, 2026 Papirani ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗଦେଲା ପରେ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ସନ୍ଥ ଗୋପାଲନ ଜଣେ ସଚ୍ଚୋଟ ଓ ଜ୍ଞାନୀ ଅଫିସର, ସିଏ ଆମ…
ତାଜା ଖବର ରାଜନୀତି ରାଜ୍ୟ Congress Warns of More Officer Exits: ସନ୍ଥ ଗୋପାଲନ ଝଲକ ମାତ୍ର, ଆଗକୁ ବହୁ ଅଫିସର ଚାକିରି ଛାଡ଼ିବେ: କଂଗ୍ରେସ October 1, 2026 Papirani ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ଥ ଗୋପାଲନଙ୍କ ସ୍ବେଛାକୃତ ଅବସର ନେବା ନିଷ୍ପତ୍ତି ବିଷୟରେ ଆଜି କଂଗ୍ରେସ ଭବନଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ଦେଶର ମୁଖ୍ୟ ନିର୍ବାଚନ…
ତାଜା ଖବର ରାଜନୀତି ରାଜ୍ୟ Odisha Bandh on Oct 8: ଅକ୍ଟୋବର ୮ରେ ‘ଓଡ଼ିଶା ବନ୍ଦ’: ସଫଳ କରିବାକୁ ଇଣ୍ଡିଆ ମେଣ୍ଟର ନିବେଦନ October 1, 2026 Papirani ଆଜି କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆଗାମୀ ୮ ତାରିଖ ବନ୍ଦକୁ ନେଇ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଇଣ୍ଡିଆ ମେଣ୍ଟ ଅନ୍ତର୍ଭୁକ୍ତ ଦଳ ସମୂହ, ଓଡିଶାର…
ତାଜା ଖବର ରାଜନୀତି ରାଜ୍ୟ Oct 8 Odisha Bandh: ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ September 29, 2026 Papirani ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ଏମଏମଡିଆର ସଂଶୋଧନ ଆଇନ, ଭୋଟର ତାଲିକାରେ ଅନିୟମିତତା ଏବଂ ପାଠ୍ୟପୁସ୍ତକ ତ୍ରୁଟି ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ମେଣ୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ…