Tag: Commonwealth Weightlifting Championships 2025

ଭାରତ ପାଇଁ ସ୍ବର୍ଣ୍ଣ ଜିତିଲେ ଓଡ଼ିଶା ଝିଅ ବିଦୁସ୍ମିତା ଭୋଇ

ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଓଡ଼ିଆ ଝିଅଙ୍କ କମାଲ । ଭାରତ ପାଇଁ ସ୍ବର୍ଣ୍ଣ ଜିତିଲେ ଓଡ଼ିଶା ଝିଅ ବିଦୁସ୍ମିତା ଭୋଇ । ଜୁନିୟର ୬୩ କିଗ୍ରା ଓଜନ ବର୍ଗରେ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସ୍ନାଚରେ ୮୯…