ତାଜା ଖବର ବିଶ୍ୱ Colombia Passenger Plane Crash: କଲମ୍ବିଆ-ଭେନେଜୁଏଲା ସୀମାରେ ବିମାନ କ୍ରାସ୍; ସାଂସଦଙ୍କ ସମେତ ୧୫ ମୃତ January 29, 2026 Papirani କଲମ୍ବିଆ-ଭେନେଜୁଏଲା ସୀମାରେ ବିମାନ କ୍ରାସ୍ । ଜଣେ ସାଂସଦଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ । ସରକାରୀ ଏୟାରଲାଇନ୍ସ Satena ର ‘Beechcraft 1900’ ଟ୍ୱିନ୍-ପ୍ରୋପେଲର୍ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ୧୩ ଯାତ୍ରୀ ଓ ୨ କ୍ରିଉ ସସଦ୍ୟଙ୍କୁ ନେଇ…