Tag: Collapses

Shed collapses at Raurkela Railway Station: ରାଉରକେଲା ରେଳ ଷ୍ଟେସନରେ ଭୁଶୁଡ଼ିଲା ନୂଆ ନିର୍ମାଣ ହୋଇଥିବା ସେଡ୍

ରାଉଲକେଲା ରେଳ ଷ୍ଟେସନରେ ଅଘଟଣ । ଷ୍ଟେସନର ମୁଖ୍ୟ ଫାଟକ ପ୍ରବେଶ ଦ୍ୱାର ନିକଟରେ ଥିବା ନିର୍ମାଣଧୀନ ସେଡ୍ ହଠାତ୍ ଭୁଶୁଡ଼ି ପଡ଼ିବା ଫଳରେ ସେଠାରେ ଥିବା ୨ଟି କାର୍ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଖରା ଓ ବର୍ଷାରୁ ଯାତ୍ରୀ…