ତାଜା ଖବର ଦେଶ ରାଜ୍ୟ ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ August 13, 2024 Nirvay ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଜି ଜାତୀୟ ରାଜପଥ ନିର୍ମାଣ ନେଇ ସମୀକ୍ଷା ବୈଠକ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମୀକ୍ଷା ବୈଠକରେ ସାମିଲ ହେବେ। ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗରେ ବିଶେଷ…
ତାଜା ଖବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ସଚିବ; ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ August 7, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ବିଭାଗ ସଚିବ ଶ୍ରୀ ଅମ୍ରିତ ଲାଲ ମୀନା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ମୀନାଙ୍କ ସହିତ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ପି.ଏମ୍ ପ୍ରସାଦ…
ଦେଶ ବ୍ୟବସାୟ ରାଜ୍ୟ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆମେରିକାକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ August 7, 2024 Nirvay ହାଇଦ୍ରାବାଦରେ ଥିବା ଆମେରିକାର କନସୋଲ ଜେନେରାଲ୍ ଜେନିଫର୍ ଲାରସନ ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଜିଙ୍କୁ ଆମେରିକା ଏବଂ ଓଡିଶା ମଧ୍ୟରେ ଭାଗିଦାରୀକୁ ମଜଭୁତ କରିବାର ଉପାୟ ବିଷୟରେ ଆଲୋଚନା କରିବାକୁ ଡାକିଥିଲେ। କନସୋଲ ଜେନେରାଲଙ୍କୁ…
ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀ-ନୀତି ଆୟୋଗ ସିଇଓ ଆଲୋଚନା: ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ ଲକ୍ଷ୍ୟ August 6, 2024 Nirvay ବିକଶିତ ଓଡ଼ିଶା ସ୍ୱପ୍ନ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ମଙ୍ଗଳବାର ଲୋକସେବା ଭବନରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଭି.ଆର୍ ସୁବ୍ରମନିୟମ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶା…
ରାଜନୀତି ରାଜ୍ୟ ଆଦିବାସୀଙ୍କ ହିତରେ ମିଶନ ମୋଡ଼ରେ କାମ କରିବ ମୋହନ ସରକାର August 4, 2024 Nirvay ଆଦିବାସୀ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆକ୍ସନ ମୋଡ଼କୁ ଆସିଛି ମୋହନ ସରକାର। ସେମାନଙ୍କ ହିତ ସାଧନ ଓ ଉନ୍ନତି ହେବ ସରକାରର ପ୍ରାଥମିକତା। ଏଥିପାଇଁ ସମସ୍ତେ ଏକାଠି ହୋଇ କାମ…
ରାଜନୀତି ରାଜ୍ୟ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କ ସମ୍ବର୍ଦ୍ଧନା ସମାରୋହ August 4, 2024 Nirvay ଏସସି/ଏସଟି କର୍ମଚାରୀ କଲ୍ୟାଣ ପରିଷଦ ପକ୍ଷରୁ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ରାଜ୍ୟ ବିଭାରାଣୀ ଯୁବ ସମାଜ ପାଇଁ ପ୍ରେରଣା: ମୁଖ୍ୟମନ୍ତ୍ରୀ August 2, 2024 Nirvay ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଅଗଷ୍ଟ ୬ରେ ସେ ରୁଷିଆ ଓ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ…
ରାଜନୀତି ରାଜ୍ୟ ବଜେଟ୍ର ସଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର: ‘ଭିଜନ-୨୦୩୬’ର ଖସଡ଼ା ପ୍ରସ୍ତୁତି July 30, 2024 Nirvay ୨୦୨୪-୨୫ ବଜେଟ୍ର ସଧାରଣ ଆଲୋଚନା ଉପରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ ୨୫ ତାରିଖରେ ବର୍ଷ ୨୦୨୪-୨୫ର ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲି । ୨୯…
ରାଜନୀତି ରାଜ୍ୟ ୩୧୬ ନିର୍ବାଚନୀ ହିଂସା ମାମଲା, କଟକରେ ସର୍ବାଧିକ: ମୁଖ୍ୟମନ୍ତ୍ରୀ July 30, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ସୋମବାର ବିଧାନସଭାରେ ଲିଖିତ ଭାବେ ଜଣାଇଛନ୍ତି ଯେ ଲୋକସଭା ଓ ବିଧାନ ସଭା ନିର୍ବାଚନ ସମୟରେ ସମଗ୍ର ରାଜ୍ୟରେ ନିର୍ବାଚନୀ ହିଂସା ସମ୍ପର୍କିତ ମୋଟ ୩୧୬ଟି ମାମଲା ସାମ୍ନାକୁ ଆସିଥିବାବେଳେ କଟକରେ ସର୍ବାଧିକ ମାମଲା ରହିଛି…
ତାଜା ଖବର ରାଜନୀତି ରାଜ୍ୟ ପୋଲାଭରମ ଓ ଆଳୁ ସମସ୍ୟା ନେଇ ନାଇଡ଼ୁ ଓ ମମତାଙ୍କ ସହ କଥା ହେଲେ ମୋହନ ମାଝୀ July 29, 2024 Nirvay ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ସଫଳତାରେ ଖୁସିବ୍ୟକ୍ତ କରି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ…