Tag: Chhatisgarh

ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୧୦ ମାଓବାଦୀ ନିହତ

ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା । ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟର ନିପାତ ହୋଇଛନ୍ତି ୧୦ ମାଓବାଦୀ । ବସ୍ତର ଡିଭିଜନର ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ଘଟଣାସ୍ଥଳରୁ…

ମାଟିତଳୁ ଜବତ ହେଲା ନକ୍ସଲ ପୋତିଥିବା ୩୮ ଲକ୍ଷ ଟଙ୍କା

ଛତିଶଗଡର ଗରିଆବନ୍ଦ ଗୋବରା ଓ ପେଣ୍ଡ୍ରା ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବାବେଳେ ଏ ସମ୍ପର୍କରେ ଜାଣିପାରି ସିଆର୍‌ପିଏଫ୍‌ ଯବାନ ଓ ଛତିଶଗଡ଼ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍‌ କରିଥିଲେ। ସେହି ସମୟରେ ମେଟାଲ୍‌ ଡିଟେକ୍ଟରରେ ସିଗ୍‌ନାଲ୍‌ ଦେଖାଇଥିଲା। ଏହା ପରେ…

ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଉଦ୍ଧାର ହେଲେ ମହିଳା

ମହାନଦୀରେ ପ୍ରାୟ ୫୦ କିଲୋମିଟର ଭାସି ଆସିଲେ ମହିଳା। ଛତିଶଗଡ଼ ପୁରଥରୁ ମହାନଦୀ ପାଣିରେ ଭାସି ଆସି ସୁରକ୍ଷିତ ଅବସ୍ଥାରେ ଝାରସୁଗୁଡ଼ା ପଲସଦାରୁ ଉଦ୍ଧାର ହେଇଛନ୍ତି। ପଲସଦାଠାରେ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ମହିଳାଙ୍କୁ ଉଦ୍ଧାର କରାଯାଇଛି। ତେବେ ମହିଳା ଜଣଙ୍କ କିଏ ଓ…