Tag: Chhatisgarh Encounter

ଛତିଶଗଡ଼ରେ ବଡ଼ ଧରଣର ମାଓ ଏନ୍‌କାଉଣ୍ଟର୍: ଦୁର୍ଦ୍ଦାନ୍ତ ମାଓନେତା ‘ବାସବରାଜ୍‌’ ସମେତ ୩୦ ମାଓବାଦୀ ନିପାତ

ଛତିଶଗଡ଼ରେ ଏକ ବଡ଼ ଧରଣର ମାଓ ଏନକାଉଣ୍ଟର । ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩୦ ମାଓବାଦୀ ନିପାତ ହୋଇଛନ୍ତି। ଏଥିରେ ଟପ୍ ମାଓନେତା ‘ବାସବ ରାଜ’ ନିହତ ହୋଇଛି…

ଛତିଶଗଡରେ ଏନକାଉଣ୍ଟର; ଦୁଇ ମାଓବାଦୀ ନିହତ

ଓଡିଶା ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ମଙ୍ଗଳବାର ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନରେ ଏପରି ସଫଳତା ମିଳିଛି । ପୋଲିସର ଗୁଳିରେ ଦୁଇ ମୁଖ୍ୟ ଦୁର୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି ।…

ଛତିଶଗଡ଼ ଏନକାଉଣ୍ଟରରେ ୨୦ ମାଓବାଦୀ ନିହତ

ଛତିଶଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଛତିଶଗଡ଼ ସୁକମାରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ ଘଟଣାରେ ଏବେସୁଦ୍ଧା ୨୦ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିବା ସୂଚନା ମିଳିଛି । ଗୁଳି ବିନିମୟରେ ୨ ଯବାନ ଆହତ ହୋଇଥିବା ଜଣାପଡିଛି । ଜିଲ୍ଲା ରିଜର୍ଭ ଗାର୍ଡ…