ତାଜା ଖବର ରାଜ୍ୟ Cyclone ‘Arnab’ Impact: ବାତ୍ୟା ଅର୍ଣ୍ଣବ ପ୍ରଭାବ: ନଭେମ୍ବର ୨ରୁ ଓଡ଼ିଶା ଗସ୍ତ କରିବ ୮ ଜଣିଆ କେନ୍ଦ୍ରୀୟ ଟିମ୍ November 1, 2026 Papirani ଅକ୍ଟୋବର ୨୮ ତାରିଖରେ ଘଟିଥିବା ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପରବର୍ତ୍ତୀ ବନ୍ୟା ଓ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆସନ୍ତା ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଏକ ୮ ଜଣିଆ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତ କରିବ…