Tag: CBI Raid

ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ

ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ । ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଆଜି ସିବିଆଇ ଟିମ୍ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍‌ସ)ରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଭୁବନେଶ୍ବର ଏମ୍‌ସ ସମେତ ଏକାଧିକ ସ୍ଥାନରେ…

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌ । ବୁଧବାର ଦିନ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନରେ ସିବିଆଇର ଚଢ଼ାଉ । ସିବିଆଇ ଟିମ୍ ରାୟପୁର ଏବଂ ଭିଲାଇରେ ତାଙ୍କ ଘରେ ପହଞ୍ଚି…

ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି; ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଲା ଓଡିଶା ହାଇକୋର୍ଟ । ମାର୍ଚ୍ଚ ୪ ତାରିଖରେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ତାଙ୍କ ବାସ ଭାବନରେ ସିବିଆଇ…

ଭୁବନେଶ୍ବର ଏମ୍‌ସରେ ସିବିଆଇ ରେଡ୍‌

ଏମ୍‌ସରେ ସିବିଆଇ ରେଡ୍‌। ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଭୁବନେଶ୍ବର ଏମସ୍‌ରେ ହୋଇଛି ସିବିଆଇ ରେଡ୍‌। ରିକ୍ୟୁରମେଣ୍ଟ ସ୍କାମ୍‌ ନେଇ ରେଡ୍‌ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ । ଆଜି ୯ ଜଣିଆ ସିବିଆଇ…

ଭାଇରାଲ ହେଉଛି ହାତଲେଖା ଚିଠି; ଇସ୍ତଫା ଦେଲେ କି ବିଷ୍ଣୁପଦ ସେଠୀ!

ଆଇଏସ ପଦରୁ ଇସ୍ତଫା ଦେଲେ କି ବିଷ୍ଣୁପଦ ସେଠୀ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ହାତଲେଖା ଚିଠି । ଯେଉଁଥିରେ ସେ ମୁଖ୍ୟ ଶାସନ ସଚିବଙ୍କୁ ନିଜର ଇସ୍ତଫା ପଠାଇଥିବା ଲେଖା ହୋଇଛି । ଇସ୍ତଫା ପତ୍ରରେ ଲେଖା ଅଛି…

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ

ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ।ଆଜି ସକାଳ ୭ ଟାରେ ବିଷ୍ଣୁପଦଙ୍କ ସରକାରୀ କ୍ବାର୍ଟର୍ସରେ ପହଞ୍ଚି ମାରାଥନ୍ ରେଡ୍ କରୁଛନ୍ତି ସିବିଆଇର ୮ ଜଣିଆ ଟିମ୍‌ । ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ସିବିଆଇ ଖୋଳତାଡ଼…

ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଥିବା ଲାଇବ୍ରେରୀ ସାଇନ୍ସ ବିଭାଗର ଫାକଲ୍ଟି ମୁଖ୍ୟ ପ୍ରଫେସର ଡ. ବୁଲୁ ମହାରଣାଙ୍କ ଘରେ ସିବିଆଇ । ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଲା ସିବିଆଇ। ନାକ୍ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ ପାଇଁ ପହଞ୍ଚିଲା ସିବିଆଇ…

ଭୁବନେଶ୍ବରରେ ସିବିଆଇର ଚଢ଼ାଉ; ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଟେଣ୍ଡର ଫିକ୍ସିଂ, ରିମାଣ୍ଡରେ ଗଲେ ୩

ଶନିବାର ରାତି ୯ଟା ୩୦ ମିନିଟ୍ ସମୟରେ ହୋଟେଲ ମେ’ ଫେୟାର ସମ୍ମୁଖରେ ଏକ ମର୍ସିଡିଜ ମେବ୍ୟାକ୍ କାର୍ ଉପରେ ଚଢ଼ାଉ ସହ ସିବିଆଇକୁ ମିଳିଥିଲା ବିଡ଼ାବିଡ଼ା ନୋଟ୍ ଏବଂ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । ଆଉ ରବିବାର ଏହି ଘଟଣାର…

ବ୍ରହ୍ମପୁର ସିଜିଏସଟି ଅଫିସରେ ସିବିଆଇ ଚଢ଼ଉ

ବ୍ରହ୍ମପୁର ଅନନ୍ତନଗରସ୍ଥିତ ସିଜିଏସ୍ଟି ଅଫିସରେ ଚଢ଼ାଉ କରିଛି ସିବିଆଇ। ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଟଙ୍କା ଫେରସ୍ତ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଏ ନେଇ ୧୫ ଜଣିଆ ଟିମ ଚଢ଼ାଉ କରିଛି।