Tag: Bus accident

Daspalla Accident: ଦଶପଲ୍ଲାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ; ୫ ମୃତ, ୪୦ରୁ ଉର୍ଦ୍ଧ ଆହତ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ହରିଶଙ୍କର ମନ୍ଦିର ଦର୍ଶନ ଯାଉଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାକେରା ନିକଟ ହନୁମାନଘାଟି ବୁଲାଣି ରାସ୍ତାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଉଦ୍ଧାରକାରୀ ଦଳକୁ…

Ama Bus Accidents: ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ଚଳାଇବେ ଆମ ବସ୍‌: ଉଷା ପାଢ଼ୀ

ଆମ ବସ୍‌ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡ୍ରାଇଭରଙ୍କର ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ…

Karnataka Bus Accident: ଚିତ୍ରାଦୁର୍ଗ ଜିଲ୍ଲାରେ ଜଳିଗଲା ବସ୍, ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଚିତ୍ରାଦୁର୍ଗ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍ଲିପର ବସ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଦ୍ୱାରା ବସ୍‌ଟି ଜଳି ଯାଇଛି । ବସ୍‌ରେ ନିଆଁ ଲାଗି ଯାଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ବସର…

ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟିଲା ବସ୍‌, ୫୦ରୁ ଅଧିକ ଯାତ୍ରୀ ଚାପିହୋଇଥିବା ସନ୍ଦେହ

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ମାଲକାନଗିରିର ବିଜାଘାଟିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା । ଆଜି ସକାଳେ ହାଇଦ୍ରାବାଦରୁ ବଲାଙ୍ଗୀର ଯାତ୍ରୀଙ୍କୁ ଧରି ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବସ୍‌ରେ ୫୦ରୁ ଅଧିକ…

ପୁଣି ଜୀବନ ନେଲା ‘ମୋ ବସ୍‌’; ଧକ୍କାରେ ମହିଳା ମୃତ

ରାଜଧାନୀରେ ଚିନ୍ତା ବଢ଼ାଉଛି ମୋ ବସ୍ ଦୁର୍ଘଟଣା । ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି ବସ୍‌ ଚାଳକମାନଙ୍କ ବେପରୁଆ ଚାଳନା । ନାବାଳିକାର ମୁତ୍ୟୁ ଘଟଣା ରାଜଧାନୀବାସୀ ଭୁଲି ନଥିବା ବେଳେ କାଲି ସନ୍ଧ୍ୟାରେ ପୁଣି ଅଘଟଣ ଘଟାଇଛି ମୋ ବସ ।…

ମୋ ବସ୍‌ ଧକ୍କାରେ ୨ ଯୁବତୀ ଗୁରୁତର, କେବେ ମିଳିବ ମୋ ବସ୍ ଦୁର୍ଘଟଣାରୁ ତ୍ରାହି?

ମୋ ବସ୍ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ମୋ ବସ୍‌ ଧକ୍କାରେ ନାବଳିକାଙ୍କ ଜୀବନ ଚାଲିଯିବା ଘଟଣାକୁ ୨ ଦିନ ବିତିଥିବା ବେଳେ ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍‌ । ଚନ୍ଦ୍ରଶେଖରପୁର ବିଡିଏ ଛକରେ ଧକ୍କା ଦେଇଛି…

ଓଲଟିଲା ଓଏସଆରଟିସି ବସ୍; ୨ ମୃତ, ଅନେକ ଆହତ

ପାଲଲହଡା ନିକଟରେ ଓଲଟିଲା ଓଡ଼ିଶା ରାଜ୍ୟ ପରିବହନ ନିଗମ(ଓଏସଆରଟିସି) ବସ । ଓଏସଆରଟିସି ବସଟି ବାରିପଦାରୁ ଅନୁଗୁଳ ଯାଉଥିବା ବେଳେ ତାଳଚେରର ସମଲ ଥାନା ଅନ୍ତର୍ଗତ ଗହମ ସେବାଶ୍ରମ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି।…

ଓଲଟିଲା ପିକନିକ୍ ବସ୍ ; ୨ ଆହତ

ପିକନିକ୍ ବସ୍ ଦୁର୍ଘଟଣା । କଟକ- ସମ୍ବଲପୁର ରାସ୍ତା ଦ୍ବାରବତୀପୁର ଗାଁ ନିକଟରେ ଏକ ପିକନିକ୍ ବସ୍ ଓଲଟି ୨ ଆହତ ହୋଇଛନ୍ତି । ସମସ୍ତେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ…

ଦାଦନ ଦୁଃଖ: ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୪ ଓଡ଼ିଆ ଶ୍ରମିକ ମୃତ

ତେଲେଙ୍ଗାନାରେ ବସ୍‌ ଦୁର୍ଘଟଣାରେ ୪ ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ହାଇଓ୍ବେରେ ଦୁର୍ଘଟଣା ହୋଇଛି । ନୂଆପଡ଼ା ସିନାପାଲିରୁ ୩୨ ଜଣଙ୍କୁ ନେଇ ହାଇଦ୍ରାବାଦ ଯାଉଥିଲା ବସ୍‌। ରାସ୍ତାରେ ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା…

କୋରାପୁଟ ବୈପାରୀଗୁଡ଼ା ଘାଟିରେ ଭୟଙ୍କର ଦୁର୍ଘଟଣା: ୪ ମୃତ

ଆଜି ସକାଳୁ ବୈପାରୀଗୁଡ଼ା ଥାନା ଡକରିଘାଟିରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ । କଟକ ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁ ଦର୍ଶନ ପାଇଁ ଯାଉଥିବା ସମୟରେ ବସଟି ଭାରସାମ୍ୟ ହରାଇ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଡକରି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ମର୍ମନ୍ତୁଦ…